“ବିଗ୍ ବସ୍ ୧୬”ରେ ସଲମାନଙ୍କ ବଦଳରେ ଏହି ଷ୍ଟାର କରିବେ ହୋଷ୍ଟ

0

ଖୁବ ଶୀଘ୍ର ଟିଭି ପରଦାରେ ଦେଖିବାକୁ ମିଳିବ ବିଗ୍ ବସ୍ ୧୬ | ତେବେ ଏଥିର କେଉଁ ଷ୍ଟାର ଦେଖିବାକୁ ମିଳିବେ ତାହା ନେଇ ଚର୍ଚ୍ଚା ରହିଥିବାବେଳେ ଏଥର ହୋଷ୍ଟ ସଲମାନ ଏକ ହଜାର କୋଟି ଟଙ୍କା ନେଉଥିବା ଶୁଣିବାକୁ ମିଳିଥିଲା । ମାତ୍ର ଏବେ ଖବର ମିଳିଛି ଯେ, ସଲମାନଙ୍କର ଅଧିକ ଡିମାଣ୍ଡ କାରଣରୁ ତାଙ୍କ ବଦଳରେ ଆଉ ଜଣେ ଷ୍ଟାର ହୋଷ୍ଟ କରିବେ ବୋଲି ଶୁଣିବାକୁ ମିଳୁଛି ।

ଖବର ଅନୁଯାଇ, ସଲମାନ ଏକ ହଜାର କୋଟି ଡିମାଣ୍ଡ କରୁଥିବାବେଳେ ନିର୍ମାତାମାନେ ୮୦୦ କୋଟିରେ ଏହି ଡିଲ୍ ଲକ୍ କରିଛନ୍ତି । ଏଥିପାଇଁ ନିର୍ମାତାମାନେ ରୋହିତ ଶେଟ୍ଟୀଙ୍କ ସହ ଯୋଗାଯୋଗ କରୁଛନ୍ତି। ତେବେ ଏ ନେଇ କୌଣସି ସଠିକତା ମିଳିପାରିନାହିଁ ।

SOA post below
Leave a comment