ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଶିଶୁ ଅଧିକାର ଦିବସ ଉଦଘାଟିତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଜ୍ୟସ୍ତରୀୟ ଶିଶୁ ଅଧିକାର ଦିବସ ପାଳନ ଅବସରରେ ଆଜି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ( ବାଲ୍ୟ ବିବାହ ସମାପ୍ତ କୁ ସୁନିଶ୍ଚିତ କରେଇବା, ଶିଶୁ ସୁରକ୍ଷା ବ୍ୟବସ୍ଥା କୁ ସୃଦୃଢ଼ କରିବା ) ଅନୁଷ୍ଠିତ ହୋଇଯାଇଛି।
ଏହି ବିଶ୍ବ ଶିଶୁ ଦିବସକୁ କନ୍ଧମାଳ ଜିଲ୍ଲାର ମାନ୍ୟବର ସଂସଦ ଡଃ ଅଚ୍ୟୁତ ସାମନ୍ତ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ମିଳିତ ଭାବରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଆୟୋଗ ର ଅଧ୍ୟକ୍ଷା ସନ୍ଧ୍ୟା ବତି ପ୍ରଧାନ, ପର୍ଯ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ରାଜ୍ୟ ମହିଳା ନେତ୍ରୀ ସୁଲତା ଦେଓ ଉପସ୍ଥିତ ଥିଲେ ।

Leave A Reply

Your email address will not be published.