କିମ୍ସ ହସ୍ପିଟାଲ ପରିଦର୍ଶନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ହାଇଦ୍ରାବାଦ କିମ୍ସ ହସ୍ପିଟାଲ ଗ୍ରସ୍ତ କରି ଶ୍ରୀ ଅଭୟ କୁମାର ଜେନଙ୍କୁ ଦେଖା କରିବା ସହିତ କିମ୍ସ ହସ୍ପିଟାଲର ଡ଼.ସମ୍ବିତ ସାହୁ ଏବଂ ତାଙ୍କ ଟିମ୍ ସହ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଆଲୋଚନା କରିଥିଲେ । କିମ୍ସ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ କହିବା କଥା ବର୍ତ୍ତମାନ ଶ୍ରୀ ଜେନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ।।

Leave A Reply

Your email address will not be published.