ଅଗ୍ନି ବିପନ୍ନଙ୍କୁ ସହଯୋଗର ହାତ ବଢାଇଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୃଷ୍ଣପ୍ରସାଦ ବ୍ଳକ ଶିଆଣ୍ଡି ପଞ୍ଚାୟତ ରତାମାଟି ଗ୍ରାମର ଅଗ୍ନି ବିପନ୍ନ ପରିବାର ବୃନ୍ଦାବନ ବିଶ୍ବାଳଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଭେଟିଛନ୍ତି । ଅଗ୍ନିକାଣ୍ଡ ରେ ସର୍ବସ୍ବ ହରାଇଥିବା ଏହି ପରିବାରକୁ ଆର୍ଥିକ ସାହାଯ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିଛନ୍ତି । ସେହିପ ରିସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.