ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ବିୟୋଗରେ ମୁଁ ମର୍ମାହତ: ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ପଦ୍ମଶ୍ରୀ ଡ଼ି. ପ୍ରକାଶ ରାଓଙ୍କ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ମୁଁ ତାଙ୍କ ଦେହାନ୍ତ ବିଷୟରେ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢ଼ାଉଥିଲେ, ସାହାଯ୍ୟ କରୁଥିଲେ। ଏଥିସହ ସେ ୨୦୦ରୁ ଅଧିକ ଥର ରକ୍ତଦାନ କରି ଯୁବପିଢି ପାଇଁ ପ୍ରେରଣାର ଉତ୍ସ ପାଲିଟି ଥିଲେ । ତାଙ୍କ ପରଲୋକରେ ସବୁଠି ଶୋକା କୁଳ ପରିବେଶ ସୃଷ୍ଟି ହୋଇଛି । ଏ ଦୁଃଖଦ ପରିସ୍ଥିତିରେ ମୁଁ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି କାମନା କରୁଛି ।

Leave A Reply

Your email address will not be published.