ନିର୍ମାଣଧୀନ ରାସ୍ତାର ତଦାରଖ କଲେ ସଂଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି କରିଥିଲେ। ଏହି ଅବସରରେ ଢାବା ଛକ ଠାରୁ କୁସୁବେଣ୍ଟି, ଗୋଲରା, ତଳକୋକଲ, ତଳମାଳ, ଅଇନୀପୁର, ଚଣ୍ଡପଡା, ହରପଡା, ବନ୍ଧମୁଣ୍ଡା ଓ ପୋଡାକେରା ର ପୃତ୍ତ ବିଭାଗର ୨୨ କିଲୋମିଟର ରାସ୍ତାର ନିର୍ମାଣଧୀନ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ସମୟରେ ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ ଓ ପୃତ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.