ମୃତକଙ୍କ ପରିବାରକୁ ଭେଟିଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଭାଟପଡା ଗ୍ରାମ ପଞ୍ଚାୟତର ଗଉଡିଆଘାଇ ଗ୍ରାମକୁ ଗସ୍ତ କରିଥିଲେ। ଏହାସହ ଗ୍ରାମର ସ୍ବର୍ଗତ ଗଦାଧର ପ୍ରଧାନ ଓ ରବିନ୍ଦ୍ର ପ୍ରଧାନ ବ୍ରହ୍ମଗିରି ପଞ୍ଚାୟତର ସାନବନ୍ଧକେରା ଗ୍ରାମର (ମଥୁରା ନିବାସୀ) ସ୍ବର୍ଗତ ପାଣ୍ଡବ ପଲେଇଙ୍କର ଅକାଳ ବିୟୋଗରେ ଶ୍ରୀ ଦାସବର୍ମା ତାଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ଆଶ୍ଵସନା ଦେବା ସହିତ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.