ଭୁବନେଶ୍ୱର, ନୟାଗଡ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରିଛି ଏସଆଇଟି । ଆଜି ଅଭିଯୁକ୍ତ ସରୋଜ ସେଠୀ ନିଜ ଗାଁ କୁ ଯାଇ ହତ୍ୟାର ଡେମୋ ଦେଖାଇଥିବା ବେଳେ ଏହି ମାମଲାରେ ତାଙ୍କୁ ଗିରଫ କରିଛି ଏସଆଇଟି । ପ୍ରକାଶ ଯେ, ଗତ ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଖାଇବାକୁ ପରୀ ଯାଇଥିବାବେଳେ ଏପରି ହତ୍ୟାକାଣ୍ଡ ଘଟିଥିଲା।