ରଣପୁରରେ ସତ୍ୟ ପ୍ରକାଶଙ୍କ ବିଶାଳ ରୋଡ ସୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ରଣପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସର ରୋଡ୍ ସୋ । ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ସତ୍ୟ ପ୍ରକାଶ ନାୟକ ଓ ରଣପୁର ବିଧାନସଭା ପ୍ରାର୍ଥୀ ଶୁଭଶ୍ରୀ ପଣ୍ଡା ଏହି ରୋଡ ସୋ ରେ ସାମିଲ ହୋଇଥିଲେ ।

ସୂଚନା ଅନୁଯାୟୀ, ଟାଙ୍ଗୀ ଚାନ୍ଦପୁର ବଜାରରୁ ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ସତ୍ୟ ପ୍ରକାଶ ନାୟକ ଓ ରଣପୁର ବିଧାନସଭା ପ୍ରାର୍ଥୀ ଶୁଭଶ୍ରୀ ପଣ୍ଡା ଏକ ରୋଡ ସୋ ରେ ବାହାରି ରଣପୁର ବଜାର ପର୍ଯ୍ୟନ୍ତ ଯାଇଥିଲେ । ଶହ ଶହ ଜନତା ଏହି ରାଲିରେ ସାମିଲ ହୋଇ କଂଗ୍ରେସର ହାତମୁଠାକୁ ଟାଣ କରିବାକୁ ପ୍ରତିଜ୍ଞା ନେଇଛନ୍ତି । ସେଠାରେ ଏକ ବିଶାଳ ଜନସଭାକୁ ଶ୍ରୀ ସତ୍ୟ ପ୍ରକାଶ ନାୟକ ସମ୍ବୋଧିତ କରିଥିଲେ ।

Leave A Reply

Your email address will not be published.