ଏସବିଆଇ ଲଞ୍ଚ କଲା କ୍ୟାସବ୍ୟାକ କାର୍ଡ; ଗ୍ରାହକଙ୍କୁ ମିଳିବ ଏହି ସୁବିଧା

0

କ୍ରେଡିଟ କାର୍ଡର ବ୍ୟବହାର କରୁଥିବା ଲୋକଙ୍କ ପାଇଁ ବଡ ଖୁସି ଖବର। ଏସବିଆଇ କାର୍ଡ ନୂଆ ‘କ୍ୟାସବ୍ୟାକ ଏସବିଆଇ କାର୍ଡ’କୁ ଲଞ୍ଚ୍‌ କରିଛି। ଏହି କାର୍ଡ ଏବେ ୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଦେବ। ଖାସ୍‌ କଥା ହେଉଛି କାର୍ଡଧାରକଙ୍କୁ ବିନା କୌଣସି ମାର୍ଚାଣ୍ଟଙ୍କ ପ୍ରତିବନ୍ଧରେ ସମସ୍ତ ଅନଲାଇନ୍‌ ଖର୍ଚ୍ଚ ଉପରେ ୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ମିଳିବ।

SOA post below
Leave a comment