ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପାର୍ବଣ ଋତୁରେ କମିସନରେଟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ସେ କହିଛନ୍ତି ପାର୍ବଣ ସମୟରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢିଥାଏ। ସେଥିପାଇଁ ୧୫ ଦିନିଆ ଡ୍ରାଇଭ ଆରମ୍ଭ ହୋଇଛି। ଗତ ୩ ଦିନରେ ୧୨ରୁ ୧୩ ଜଣଙ୍କୁ ଗିରଫ କରାଯାଇଛି। ଲୋକ ସହଯୋଗ କଲେ ଆମେ ସଫଳତା ପାଇବୁ।’ପାର୍ବଣ ଋତୁରେ ଲୋକେ କୋଭିଡ ନିୟମମାନନ୍ତୁ ବୋଲି ଉମାଶଙ୍କର କହିଛନ୍ତି। ଏହାସହ ଜୋରଜବରଦସ୍ତି ଚାନ୍ଦା ଆଦାୟ କରିବା, ଦାଦା ବଟି ମାଗିଲେ ବନ୍ଧା ହେବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି।

Leave A Reply

Your email address will not be published.