ସେପ୍ଟେମ୍ୱର ୩ରୁ ସ୍ପେଶାଲ OJEE ପରୀକ୍ଷା

0

ଆସନ୍ତା ସେପ୍ଟେମ୍ୱର ୩ ରୁ ହେବ ସ୍ପେଶାଲ OJEE । ପ୍ରକାଶ ପାଇଲା ଓଜେଇ ୨ୟ ପର୍ଯ୍ୟାୟ ପରୀକ୍ଷା ସୂଚୀ । ସିବିଟି ମୋଡରେ ହେବ ପରୀକ୍ଷା ।

ଆସନ୍ତା ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ହେବ ପରୀକ୍ଷା । ଏମବିଏ, ବିଟେକ, ବି-ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ ରୁ ଆରମ୍ଭ ହେବ ପରୀକ୍ଷା । ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଏଥର ରାଜ୍ୟରେ ୨୮ ହଜାର ୬୦୦ ଜଣ ଦେଉଛନ୍ତି ପରୀକ୍ଷା ।

SOA post below
Leave a comment