ଏସିଆ କପ ହାତେଇଲା ଶ୍ରୀଲଙ୍କା; ଅଧାରେ ରହିଲା ପାକିସ୍ତାନର ସ୍ବପ୍ନ

0

ଆଜି ଏସିଆ କପ୍‌ ଟାଇଟେଲ ହାସଲ କରିବା ପାଇଁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା ଟକ୍କର । ଏଥିରେ ପାକିସ୍ତାନକୁ ପଛରେ ପକାଇ ଏସିଆ କପ୍‌ ଟାଇଟେଲ ହାସଲ କଲା ଶ୍ରୀଲଙ୍କା ।

ତେବେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା ପାକିସ୍ତାନ । ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରି ୧୭୦ ରନ କରି ୧୭୧ ରନର ଟାର୍ଗେଟ ଦେଇଥିଲା ପାକିସ୍ତାନକୁ । ପରେ ପାକିସ୍ତାନ ବ୍ୟାଟିଂ କରି ୧୪୭ ରନ କରିପାରିଥିଲା । ଫଳରେ ଟକ୍କରରେ ବାଜି ମାରିଥିଲା ଶ୍ରୀଲଙ୍କା ।

SOA post below
Leave a comment