୪୧ ବରିଷ୍ଠ ଓଏଏସ ଅଫିସର ଅଦଳବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଓଏଏସସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି । ୪୧ଜଣ ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ସ୍ୱତନ୍ତ୍ର ସଚିବ, ଉପଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବଦଳି ହୋଇଛି ।

ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ :

୧. ରୁଦ୍ରପ୍ରସନ୍ନ ସାହୁ – ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ

୨. ଶୁଭେନ୍ଦୁ କାନୁନଗୋ – ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ

୩. ଉଦୟ ନାରାୟଣ ଦାସ – ଏମଏସଏମଇ ବିଭାଗର ଅତିରିକ୍ତ ସଚିବ
୪. ସରୋଜ କୁମାର ମିଶ୍ର – ଗୃହ ବିଭାଗର ଅତିରିକ୍ତ ସଚିବ

୫. ସୁଶାନ୍ତ କୁମାର ବାରିକ – ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ

୬. ଗଙ୍ଗାଧର ସାହୁ – ଏସସିଇଆରଟି ନିର୍ଦ୍ଦେଶକ

୭. ବ୍ରଜ ଗୋପାଳ ଆଚାର୍ଯ୍ୟ – ଓଏସଆରଟିସି ଜେନେରାଲ ମ୍ୟାନେଜର

୮. ବିକାଶ ଚନ୍ଦ୍ର ମହାପାତ୍ର – ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ

୯. ମଧୁସୂଦନ ମିଶ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ

୧୦. ଭାସ୍କର ଚନ୍ଦ୍ର ଟୁରୁକ – ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ

୧୧. ଆଲୋକ କୁମାର କର – ବିଭାଗୀୟ ତଦନ୍ତ କମିଶନର(ସିଡିଆଇ)

୧୨. ସତ୍ୟନାରାୟଣ ଦାସ – ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ

୧୩. ବ୍ରତତୀ ହରିଚନ୍ଦନ – ଓସଡମା ଜେନେରାଲ ମ୍ୟାନେଜର

୧୪. ରଘୁରାମ ଆୟର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଓ ଓପେପା ଅତିରିକ୍ତ ନିର୍ଦ୍ଦେଶକ

୧୫. ଦେବବ୍ରତ ଜେନା – ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଯୁଗ୍ମ ସଚିବ

୧୬. ସୁଦର୍ଶନ ସେଠୀଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ

୧୭. ବୀରେନ୍ଦ୍ର କୋରକୋରା – ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ

୧୮. ନୃସିଂହ ଚରଣ ସାହୁଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ

୧୯. ସରୋଜକାନ୍ତ ମହାନ୍ତି – ଜଗତସିଂହପୁର ଡିଅରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

୨୦. ଲକ୍ଷ୍ମଣ କୁମାର ମଲ୍ଲିକ – ଇଡକୋ ଲ୍ୟାଣ୍ଡ ଅଫିସର

୨୧. ସୁବ୍ରତ କୁମାର ପଣ୍ଡା – ଯୁକ୍ତଦୁଇ ଶିକ୍ଷା ପରିଷଦର ସଚିବ

୨୨. ତାପିରାମ ମାଝୀ – ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

୨୩. ସରୋଜ କୁମାର ମିଶ୍ର – ସମ୍ବଲପୁର ସ୍ପେଶାଲ ଲ୍ୟାଣ୍ଡ ଅଫିସର

୨୪. ଭୈରବ ସିଂ ପଟେଲ – ସୁନ୍ଦରଗଡ଼ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

୨୫. ଅବିନାଶ ରାଉତ – ପୁରୀ ପୌରପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

୨୬. ଦୀଗନ୍ତ ରାଉତରାୟ – ଖୋର୍ଦ୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

୨୭. ଜ୍ଞାନରଞ୍ଜନ ଭଞ୍ଜଦେଓ – କଳାହାଣ୍ଡି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

୨୮. ବାଦଲ କୁମାର ମହାନ୍ତି – ଓରମାସ ଡେପୁଟି ସିଇଓ

୨୯. ସଞ୍ଜୀବିତା ରାୟ – କଟକ ମହାନଗର ନିଗମର ଡେପୁଟି କମିଶନର

୩୦. ପ୍ରଦୀପ କୁମାର ସାହୁ(ଖ) – ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ

୩୧. ସୁସ୍ମିତା ବେହେରା – ଓସଡମା ଡେପୁଟି ଜେନେରାଲ ମ୍ୟାନେଜର

୩୨. ହରିଶ ଚନ୍ଦ୍ର ଜେନା – ନୀଳଗିରି ଉପଜିଲ୍ଲାପାଳ

୩୩. ଶୁଭ୍ରାଂଶୁ ମିଶ୍ର – କଟକ ଉପଜିଲ୍ଲାପାଳ

୩୪. ଦେବବ୍ରତ ସାହୁ – ଭୁବନେଶ୍ୱର ଉପଜିଲ୍ଲାପାଳ

୩୫. ରବିନ୍ଦ୍ର କୁମାର ସେଠୀ – ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ

୩୬. ଶୁଭେନ୍ଦ୍ର କୁମାର ସାମଲ – ପାରଳାଖେମୁଣ୍ଡି ଉପଜିଲ୍ଲାପାଳ

୩୭. ଅନିରୁଦ୍ଧ ପ୍ରଧାନ – ସମ୍ବଲପୁର ଉପଜିଲ୍ଲାପାଳ

୩୮. ସବ୍ୟସାଚୀ ହୋତା – ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର

୩୯. ରଜନୀକାନ୍ତ ସ୍ୱାଇଁ – ଅନୁଗୋଳ ଜିଲ୍ଲା ଡିଆରଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ

୪୦. ଶୁଭେନ୍ଦୁ କୁମାର ସାହୁ – ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର

୪୧. ଦୀନାକୃଷ୍ଣ କର – କଟକ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ

Leave A Reply

Your email address will not be published.