ରାଜ୍ୟ ସରକାର ଚିଠି ଲେଖିଲେ କେରଳ ସରକାର ଙ୍କୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ସରକାର କେରଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବା ପାଇଁ ଚିଠି ଲେଖିଛନ୍ତି । ଏହି ଚିଠି ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ରୁ କେରଳ ର ଅତିରିକ୍ତ ଶାସନ ସଚିବ ତାଥା ରିଲିଫ କମିଶନରଙ୍କୁ ଲେଖାଯାଇଛି । ଏହି ଚିଠିରେ ରାଜ୍ୟ ସରକାର ୧୮୭ ଜଣ ଓଡିଆ ଲୋକଙ୍କର ଏକ ତାଲିକା ସହ ସେମାନଙ୍କର ଫୋନ ନମ୍ବର ମଧ୍ୟ କେରଳ ସରକାରଙ୍କୁ ପଠାଇଛନ୍ତି । ଗତକାଲି ରାଜ୍ୟ ସରକାର ଅଗ୍ନିଶମ ବିଭାଗ ର ଏକ ୨୪୦ ଜଣିଆ ଟିମ କେରଳ ବନ୍ୟା ପିଡୀତଙ୍କ ସହାୟତା ପାଇଁ ପଠାଇଥିଲେ ।

Leave A Reply

Your email address will not be published.