Browsing Category

ରାଜ୍ୟ

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ୧୪୪ ଧାରା ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡ ସମେତ ଆଖପାଖ ଅଞ୍ଚଳରେ ଏଭଳି କଟକଣା ଲାଗୁ କରାଯାଇଛି। ୫ତାରିଖ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତହେବ। ୪ତାରିଖ ରାତି ୧୦ଟାରୁ…

ସଟ୍‌ଡାଉନ୍‌ରେ ସ୍ୱାଭାବିକ ରହିବ ମିଡ଼ିଆ, ଆସିଲା ସଂଶୋଧିତ ଗାଇଡ୍‌ଲାଇନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଲକ୍‌ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଗତକାଲିଠ‌ାରୁ ଆରମ୍ଭ ହୋଇଛି। ଏହି ସମୟରେ ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ ଗାଇଡ୍‌ଲାଇନ୍ ଜାରି କରିଥିଲେ। ସେହି ଗାଇଡ୍‌ଲାଇନ୍‌‌ ରେ କିଛିଟା ସଂଶୋଧନ କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ବନ୍ଦ…

ପଞ୍ଚମ ପର୍ଯ୍ୟାୟର ନିୟମାବଳୀ ମାନିବାକୁ ସଞ୍ଜୟଙ୍କ ନିବେଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚମ ପର୍ଯ୍ୟାୟ ରାଜ୍ୟ ସରକାରଙ୍କ ଦ୍ଵାରା କୋଭିଡକୁ ମୁକାବିଲା କରିବା ପାଇଁ ଜାରି ଏସଓପି(ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରସିଡିୟର)କୁ ମାନିବାକୁ ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ତଥା ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରି କହିଛନ୍ତି,…

ମହିଳାଙ୍କୁ ଅପହରଣ ଉଦ୍ୟମ, କନେଷ୍ଟବଳ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀସ୍ଥିତ ସହିଦନଗର ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣ ଯୁବକକୁ ପୁଲିସ ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ଓଡ଼ିଶା ପୁଲିସ ଆର୍ମଡ ଫୋର୍ସର କନେଷ୍ଟବଳ ରହିଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣଙ୍କ ପାରିବାରିକ କଳହ ଯୋଗୁ ଘରୁ ପଳାଇ…

ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଅନୁରୋଧ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କରିବ।  ଲାଇଭ କମନ୍ ଫିଡ୍ ବ୍ୟବସ୍ଥାରେ ସବୁ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଭକ୍ତମାନେ ଏହି…

ଶଙ୍କରାଚାର୍ଯ୍ୟଙ୍କୁ ଭେଟି ସ୍ନାନଯାତ୍ରାକୁ ନିମନ୍ତ୍ରଣ କଲେ ମୁଖ୍ୟ ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ  ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ସହ  ସଂପୃକ୍ତ ସେବାୟତ ।  ସ୍ନାନଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।…

ଶୁଣନ୍ତୁ, ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡି କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

https://youtu.be/d-VN3hDYqkE ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ସମଗ୍ର ଓଡ଼ିଶାବାସୀଙ୍କ ମନର ବ୍ୟଗ୍ରତା ରଥଯାତ୍ରାକୁ ନେଇ ବଢିବାରେ ଲାଗିଛି । କରୋନା ମହାମାରୀର ପ୍ରଭାବ ରଥଯାତ୍ରା ଉପରେ ପଡିବ ନାହିଁତ ଏହାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ମାତ୍ର ମହାପ୍ରଭୁଙ୍କ…

ସୌରଶକ୍ତିରେ ଚାଳିତ ହେବ ଓଡ଼ିଶା ବିଧାନସଭା, ସଞ୍ଚୟ ହେବ ୧ଲକ୍ଷ ୧୮ହଜାର ୟୁନିଟ ବିଜୁଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ । ସୌରଶକ୍ତିରେ ଚାଳିତ ହେବ ଓଡ଼ିଶା ବିଧାନସଭା । ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ବୈଠକ ବସିଥିଲା । ସୂଚନା ଅନୁଯାୟୀ, ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତା ଏବଂ ଓଆରଇଡିଏ ଯୁଗ୍ମ…

ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହ କିଛି କିଛି ଜିଲ୍ଲାରେ ପବନର ବେଗ ବଢ଼ିବ ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଏହାପରେ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ…

ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।ପୂର୍ବରୁ ଜୁନ୍‌ ୧୭ରେ…