ସୁଦର୍ଶନ ହେଲେ ଲଳିତକଳା ଏକାଡେମୀର ସଭାପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ପୂର୍ବରୁ ଲଳିତକଳା ଏକାଡେମୀର ସଭାପତି ପଥର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଷ୍ଟ୍ରପତିଙ୍କ ଦ୍ଵାରା ରାଜ୍ୟସଭାକୁ ମୋନନୀତ ହେବାପରେ ଖାଲି ପଡିଥିବା ଲଳିତକଳା ଏକାଡେମୀର ସଭାପତି ପଦରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ସଭାପତି ହେବ ପରେ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ସେ ସମଗ୍ର ରାଜ୍ୟରେ ଚିତ୍ରକଳାକୁ ପହଞ୍ଚେଇବା ପାଇଁ ଭ୍ରାମ୍ୟମାଣ ଚିତ୍ର ପ୍ରଦର୍ଶନର ଆୟୋଜନ କରିବା ସହ ବନ୍ଦ ହୋଇଥିବା ଧର୍ମପଦ ପୁରସ୍କାର ପ୍ରଦାନ ପାଇଁ ଉଦ୍ୟମ କରିବେ’ ।

Sikshaya
Leave A Reply

Your email address will not be published.