୩ଜଣ ନିଟ୍ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଟ୍ ପରୀକ୍ଷା ଅନୁଷ୍ଠିତ ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ତିନିଜଣ ନିଟ୍ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ଭୟରେ ସେମାନେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୋଟିଏ ଘଟଣା ମୁରୁଗ ସୁନ୍ଦରମ୍ ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟ ଦୁଇଟି ଧର୍ମପୁରୀ ଏବଂ ନମକ୍କଲ ଜିଲ୍ଲାରେ ଘଟିଛି। ଅକୃତକାର୍ଯ୍ୟ ହେବା ଭୟରେ ସେମାନେ ଆତ୍ମହତ୍ୟା କରିଥିବା ନିଜ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.