Browsing Tag

balasore

ଆଉ ୫ କରୋନା ପଜେଟିଭ, ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦୮

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୫ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସେହିପରି…

ବାଲେଶ୍ଵରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ୭୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚି ଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ଜରିଆରେ ତଥ୍ୟ ଦେଇଛି। ସୂଚନାଯୋଗ୍ୟ, ଏହି ୫ ନୂଆ…

ବାଲେଶ୍ଵରରେ ଦୁଇବର୍ଷର ଶିଶୁ କନ୍ୟା କରୋନା ପଜିଟିଭ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ଵର ରେ ଆଜି ଚିହ୍ନଟ ହୋଇଥିବା ୨କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ଦୁଇବର୍ଷର ଶିଶୁ କନ୍ୟା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି । ଏହି ଶିଶୁ କିପରି କରୋନା ଆକ୍ରାନ୍ତ ହେଲେ ସେନେଇ ତଦନ୍ତ ଚାଲିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ୩୨…

୭ ନୂଆ ପଜିଟିଭ, ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୬୮,ପଢନ୍ତୁ କେଉଁ ସ୍ଥାନରୁ ଚିହ୍ନଟ ହୋଇଛନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଆଉ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ରେ ୫ଜଣ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବାସୁଦେବପୁରରୁ ୩ ଓ ଭଣ୍ଡାରିପୋଖରୀ ରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ…

ଦିନସାରା ବାହାରେ ବସିଲେ ଭଡାଟିଆ, ଘରେ ପୂରାଇ ଦେଲେନି ମାଲିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନସାରା ପତ୍ନୀ ଓ ପୁଅକୁ ନେଇ ଖରାରେ ବସିଲେ ଭଡାଟିଆ। ହେଲେ ଘରେ ପୂରାଇ ଦେଲେନି ଘରମାଲିକ । କରୋନାର ବିଭୀଷିକା ଚାରିଆଡେ ଚାଲିଥିବା ବେଳେ ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଯାହା ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି। ଏମାନଙ୍କ ଏତିକି ଭୁଲ ଥିଲା…

ଆସିଲା ମୋ ସରକାର ଫୋନ : ଗଲା ଜିଆରଏସଙ୍କ ଚାକିରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଦଳିଛି ପଞ୍ଚମ ପାଳିର ନବୀନ ସରକାରଙ୍କ ଶାସନ ବ୍ୟବସ୍ଥା। ଦୋଷ କଲେ ତୁରନ୍ତ ନେଉଛନ୍ତି ଆକ୍ସନ। କାହାରିକୁ କ୍ଷମା ନାହିଁ। ମୋ ସରକାର’ ଅଭିଯାନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତିର ପୁଣି ଏକ ଜବରଦସ୍ତ ଉଦାହରଣ ଦେଖିବାକୁ ମିଳିଛି ।…