Browsing Tag

CM Naveen Pattnaik

ବିଜେଡ଼ିର ପରିଚୟ ନବୀନ, ଏହା ଏକ ଭ୍ରାନ୍ତ ଧାରଣା: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ିର ପରିଚୟ ନବୀନ, ଏହା ଏକ ଭ୍ରାନ୍ତ ଧାରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି କାହାର ଜାଗିରି ନୁହେଁ ବୋଲି କହିଛନ୍ତି ନବୀନ । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଶ୍ରୀମନ୍ଦିର ପାଇଁ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ସୁରକ୍ଷାକୁ ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରର ୭୫ ମିଟର ପରିଧିକୁ ଖାଲି କରୁଛନ୍ତି । ଯାହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ବିବାଦ ସତ୍ତ୍ୱେ ଶ୍ରୀମନ୍ଦିର ପାଇଁ ୪୦ ଦିନରେ ୭୫ ଘରୋଇ ଜମି ସଂଗ୍ରହ ହୋଇଛି । ସ୍ୱେଚ୍ଛାକୃତ ଭାବେ…

ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ନିଜ ବିବୃତି ରହି କହିଛନ୍ତି ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନାହିଁ। https://youtu.be/2e3s_snf6QM ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ…

କମ୍ପୁଛି ବିଜେପୁର, ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଉଠୁଛି ପଡୁଛି ବିଜେପୁର । ଉପନିର୍ବାଚନ ପ୍ରଚାରକୁ ବାକି ରହିଲା ଆଉ ମାତ୍ର ଗୋଟିଏ ଦିନ । ତେଣୁ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀକୁ ଜିତାଇବାକୁ ଲାଗିପଡିଛନ୍ତି ଜୋରଦାର ପ୍ରଚାର ରେ । ଲୋକଙ୍କ ମନ ଜିଣିବାକୁ କରୁଛନ୍ତି ଶେଷ ପ୍ରୟାସ । ଏହି ପ୍ରଚାର…

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ମାସର ଶେଷ ଦିନରେ ମିଳିବ ଦରମା ଓ ପେନସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ପରବର୍ତ୍ତୀ ମାସର ପହିଲା ବଦଳରେ ପ୍ରତେକ ମାସର ଶେଷ ଦିନରେ ମିଳିବ ଦରମା ଓ ପେନସନ । ଯଦି ମାସର ଶେଷଦିନ ବ୍ୟାଙ୍କ ଛୁଟି ଥାଏ ତେବେ ଦିନେ ଅବା ଦୁଇଦିନ ପୂର୍ବରୁ ଏହି…

ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ନିକଟରେ ରାଜ୍ୟ ସରକାରଙ୍କ ମିଡ଼ିଆ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ମାନସ ରଞ୍ଜନ ମଙ୍ଗରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଅଳଙ୍କୃତ କରାଯାଇଛି । ଏସମ୍ପର୍କରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ସମୟରେ ମାନସ…

ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହରାଞ୍ଚଳ ବାସୀଙ୍କୁ ଉପହାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳର ସମସ୍ତ ୱାର୍ଡରେ ଖୋଲାଯିବ ୱାର୍ଡ ଅଫିସ । ୱାର୍ଡର ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟର ତଦାରଖ କରିବ ଏହି ୱାର୍ଡ ଅଫିସ । ଏହି ଅଫିସ ଗୁଡିକରେ ଜଣେ…

ନେତା ଓ କର୍ମୀଙ୍କୁ ଖୁସି କଲେ ନବୀନ, ଆରମ୍ଭ କଲେ ଥଇଥାନ ପ୍ରକ୍ରିୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଛି । ଏହି ଚୟନ ଅନୁଯାୟୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଓ ଅନୁପ ସାୟଙ୍କୁ ହଉସିଂ କର୍ପୋରେସନ…

୫ ତାରିଖରେ ବିଜେଡି କରିବ ବଡ ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୫ ତାରିଖରେ ବିଭିନ୍ନ ପଦପଦବୀ ପାଇଁ ନେତାଙ୍କ ନାମ ଘୋଷଣା କରିବ ବିଜେଡି । ସାଙ୍ଗଠନିକ ସ୍ତରରେ ଦଳକୁ ମଜଭୁତ କରିବାକୁ ଆରମ୍ଭ ହେଲା ପ୍ରୟାସ । ଏହି ପଦପଦବୀ ପାଇଁ ନିର୍ବାଚନରେ ହାରିଯାଇଥିବା ବିଜେଡିର ବରିଷ୍ଠ ନେତାଙ୍କୁ ସର୍ଵ ପ୍ରଥମେ ସୁଯୋଗ ମିଳିବ ।…

ଜମାହେଲା ମନ୍ତ୍ରୀଙ୍କ ମାସିକିଆ ରିପୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ଅପେକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମନ୍ତ୍ରୀମାନେ ନିଜ ବିଭାଗର ସମୀକ୍ଷା ରିପୋର୍ଟ…