Browsing Tag

Congress party

ତୁଣ୍ଡ ପାଇଁ ମିଳିଲା ଦଣ୍ଡ, ଇତିଶ ଦଳରୁ ନିଲମ୍ବିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ (ଏନଏସୟୁଆଇ)ରୁ ରାଜ୍ୟ ଏନଏସୟୁଆଇ ଆବାହକ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ଏନଏସୟୁଆଇର ଜାତୀୟ ସମ୍ପାଦକ ମୋଥା ରେହିତ, ଇତିଶଙ୍କୁ ଦଳରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ…

କାହାକୁ ମିଳିବ କଂଗ୍ରେସର ଅଧ୍ୟକ୍ଷ ପଦ, ଚର୍ଚ୍ଚାରେ ୪ ସଦସ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ସାରା ଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦ ଛାଡ଼ିବାକୁ ଜିଦ୍‌ ଧରିଛନ୍ତି ରାହୁଲ ଗାନ୍ଧୀ । ନିର୍ବାଚନ ରେଜଲ୍ଟ ବାହାରିବା ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିବା ବେଳେ ଦଳର ବହୁ…

ନିର୍ବାଚନ ପରେ ବଦଳୁଛି ରାଜନୈତିକ ସମିକରଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ । ଏଥିସହ ସେହିଠାରେ ଓଡ଼ିଶାରେ ନବୀନଙ୍କ ଶାସନରେ ଏଭଳି ଘଟଣା ଦେଖିବାକୁ ମିଳୁନାହିଁ କହି ବିଜେଡି ପ୍ରତି…

କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷିତ

ଓଡିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ତରଫରୁ ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । କଂଗ୍ରେସର ୯ ବିଧାନସଭା ପ୍ରାର୍ଥୀ ହେଲେ: ଭଣ୍ଡାରିପୋଖରୀ: ନିରଞ୍ଜନ ପଟ୍ଟନାୟକ ଭଦ୍ରକ: ନାଳିନିକାନ୍ତ ମହାନ୍ତି ବଡଚଣା: ସୀତାକାନ୍ତ ମହାପାତ୍ର ଧର୍ମଶାଳା: କିଷାନ ପଣ୍ଡା…

ୱାୟନାଡ ଆସନ ପାଇଁ ନାମାଙ୍କନ ଦାଖଲ କଲେ ରାହୁଲ, ସାମ୍ବିଦକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଣ୍ଟିଲେ ପ୍ରିୟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ସମର୍ଥକଙ୍କ ପ୍ରବଳ ଭିଡ଼ ଜମିଥିଲା । ଚଳିତ ଥର ରାହୁଲ ଗାନ୍ଧି ଉତ୍ତର…

ପଦାରେ ପଡିଲା ନିରଞ୍ଜନ ଓ ଜୟଦେବଙ୍କ ବୁଝାମଣା ବନ୍ଧୁତ୍ବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରଞ୍ଜନ ଘଷିପୁରାରୁ ନାମାଙ୍କନ ପତ୍ର ଦାଖଲ କଲା ବେଳେ ତାଙ୍କ ପାଖରେ ଥିଲେ ତାଙ୍କର ଚିରା ଚରିତ ଶତ୍ରୁ ଜୟଦେବ ଜେନା । ଯେକି ଅନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ । ଶ୍ରୀକାନ୍ତ କ୍ୟାମ୍ପର ଅତି ଘନିଷ୍ଠ ଥିବା ଜୟଦେବ କିନ୍ତୁ ଏଥର ନିରଞ୍ଜନଙ୍କ…

୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ । କିଏ ହେଲେ କେଉଁଠୁ ଜଣାନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ୭ ଲୋକସଭା ଓ ୨୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ୭ ଲୋକସଭା ପ୍ରାର୍ଥୀମାନେ ହେଲେ : ପୁରୀ: ସତ୍ୟପ୍ରକାଶ ନାୟକ ବାଲେଶ୍ୱର: ନବଜ୍ୟୋତି ପଟ୍ଟନାୟକ ଢେଙ୍କାନାଳ: କାମାକ୍ଷା ପ୍ରସାଦ ସିଂଦେଓ…

ଜାନକୀଙ୍କ ଇଚ୍ଛାକୁ ସମ୍ମାନ ଦେବେକି ନିରଞ୍ଜନ ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଗତକାଲି ପୃଥ୍ୱୀ ବଲ୍ଲଭ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ସ୍ଥାନୀୟ କଂଗ୍ରେସ…

ବାହା ହେବେନି କିନ୍ତୁ …..

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଦି ତିଆରି ହେବ, ସାହାନାଇ ବାଜିବ,ବାଣ ଫୁଟିବ ସବୁକିଛି ହେବ ହେଲେ ବର କନିଆଁ ଦୁହେଁ ବାହା ହେବେନି କି ହାତଗଣ୍ଠି ପଡିବନାହିଁ । ଆଜ୍ଞା ଏହା କୌଣସି ଫିଲ୍ମର କ୍ଲାଏମାକ୍ସ ନୁହେଁ । ଏହା ଓଡ଼ିଶା ରାଜନୀତିର ଗୋଟିଏ ଅଂଶ । ଆପଣମାନେ ବୁଝୁଥିବେ କିଏ କାହାକୁ ଏଠି ବାହା…

ମହାନଦୀ ବିବାଦ ସମାଧାନ ଆଶା କ୍ଷୀଣ, ଅକଳରେ ରାଜ୍ୟ କଂଗ୍ରେସ ନେତୃବୃନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ଛତିଶଗଡ ସାଧାରଣ ନିର୍ବାଚନରେ ରମଣ ସିଂଙ୍କ ସରକାରର ପତନ ଘଟି କଂଗ୍ରେସ କ୍ଷମତାକୁ ଫେରିଲା । ଏହା ଫଳରେ ମହାନଦୀ ଲଢେଇରେ ସାମିଲ ହୋଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ପତିଆରା ନେବାକୁ ପ୍ରୟାସ କରିଥିଲେ । ଛତିଶଗଡର ନୁଆ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ…