Browsing Tag

odisha fast

ପୁଲିସ ଏନକାଉଣ୍ଟରରେ ହାଇଦର ମୃତ୍ୟୁ, ମାନବାଧିକାର ଆୟୋଗ ପକ୍ଷରୁ ମାମଲା ରୁଜୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ମାମଲା ରୁଜୁ । ଆୟୋଗ ଅଧ୍ୟକ୍ଷ ବିଚାରପତି ବି.କେ. ପଟେଲ ଓ ସଦସ୍ୟ ଅସିମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ…

ଡେଙ୍ଗୁ ସଚେତନତା ରଥ ବୁଲେଇ ଲୋକଙ୍କୁ ସଚେତନ କରୁଛି ଯୁବ ଉତ୍କଳ ଫାଉଣ୍ଡେସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ବ୍ୟାପୁଥିବା ଡେଙ୍ଗୁ ରୋଗ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଅଂଟା ଭିଡିଛନ୍ତି ଯୁବ ଉତ୍କଳ ଫାଉଣ୍ଡେସନର ସଦସ୍ୟମାନେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମୋ ଗଳି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅଧିନରେ…

ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ୨ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପୋଲିସ ଭୟ ନାହିଁ ଅପରାଧିଙ୍କର । ସତେଯେମିତି କମିଶନରେଟ ପୋଲିସ ସାଜିଛି ନିରବ ଦ୍ରଷ୍ଟା । ଆଜି ଭୁବନେଶ୍ୱରରେ ମାଷ୍ଟର କ୍ୟାଂଟିନ ଛକ ରାସ୍ତା ଉପରେ ୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର…

ଭାରତ ଫେରିଲେ ଅଲିମ୍ପିକ୍ସ ପଦକ ବିଜୟୀନି ମୀରାବାଇ ଚାନୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଫେରିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ । ଆଜି ସେ ଦିଲ୍ଲୀ ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଲୋଗାନ ଦେଇ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ…

ପୋଷ୍ଟମୋର୍ଟମରେ ହାଇଦର ଦେହରୁ ବାହାରିଲା ୪ ଗୁଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କାଲି ହୋଇଥିଲା ଏନକାଉଣ୍ଟର । ଆଜି ହେଲା ପୋଷ୍ଟ ମୋର୍ଟମ । କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ଶବବ୍ୟବଛେଦ ଗୃହରେ ଗତକାଲି ଠାରୁ…

ଭାରତୀୟ ପୁରୁଷ ହକି ଟିମ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପୁରୁଷ ହକି ଟିମ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତକୁ ନିରାଶ କରିଛି ଭାରତୀୟ ଉଭୟ ପୁରୁଷ ଓ ମହିଳା ହକି ଟିମ । ଆଜି ପୁଲ୍ ଏ ମ୍ୟାଚରେ ଅଷ୍ଟ୍ରେଲିଆ ୭-୧ରେ ଭାରତକୁ ହରାଇଛି । ଆରମ୍ଭରୁ ହିଁ ଭାରତୀୟ ଦଳ ମ୍ୟାଚରେ ପଛରେ ପଡିଯାଇଥିଲା।…

ରାତିଅଧରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମଝି ରାସ୍ତାରେ ଘେରିଲେ କୋଶଲ ଯୁବ ସମନ୍ୱୟ ସମିତି । ପଶ୍ଚିମ ଓଡ଼ିଶାକୁ ଅଣଦେଖା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍ ପଡ଼ିଥିବା ନେଇ ଗତକାଲିଠୁ ପଦଯାତ୍ରା କରୁଥିଲେ କୋଶଲ ଯୁବ ସମନ୍ୱୟ ସମିତି । ମନ୍ତ୍ରୀ…

ଏନ୍‌କାଉଣ୍ଟରରେ ହାଇଦର ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନ୍‌କାଉଣ୍ଟରରେ ହାଇଦର ମୃତ । ଗ୍ୟାଙ୍ଗଷ୍ଟାର ହାଇଦରକୁ ଆଜି ଏନ୍‌କାଉଣ୍ଟର୍‌ କରିଥିଲା ପୋଲିସ୍‌ । ଏଥିରେ ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା । ହାଇଦର୍‌କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା ।…

‘ମଲା ବେଳେ ମୁହଁରେ ପୋକ ପଡନ୍ତୁ’ , ମିଳିଲା ବିଦ୍ୟାଭାରତୀ ଙ୍କ ଆଉ ଏକ ହାତ ଲେଖା ଚିଠି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଜଟିଳ ହେବାକୁ ଲାଗିଛି ଏସିଏଫଓ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ମାମଲା । ଏହା ଦୁର୍ଘଟଣା ନା ହତ୍ୟା ଏହାକୁ ନେଇ ଚାଲିଛି ତନାଘନା । ଗତକାଲି ପରି ଆଜି ପୁଣି ଏକ ଚିଠି ପୋଲିସ ଜବତ କରିଛି । ଯେଉଁଥିରେ ଲେଖାଯାଇଛି " ଛି ମଲାବେଳେ ମୁହଁରେ ପୋକ ପଡନ୍ତୁ। ମି…

ସ୍ତ୍ରୀ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କଲେ ଯୁବକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ତ୍ରୀ କୁ ନେଇ ନିଜକୁ ଅସୁରକ୍ଷୀତ ମନେ କରୁଛନ୍ତି ସ୍ୱାମୀ । ଯୁବକ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗକାରୀ ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ମୋହିତଙ୍କ କହିବା ହେଲା ଫେସବୁକ୍ ରେ…