Browsing Tag

odisha gov

ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଭେଟି, ୫ ପ୍ରତିଶତ ବଢାଇଲେ ମହଙ୍ଗା ଭତ୍ତା

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୫ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । 2020 ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁହେବ । କେବଳ ଏତିକି ନୁହେଁ ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା…