Notice: Trying to get property 'post_content' of non-object in /home/odishafast/public_html/odishafast.co/wp-content/plugins/pj-news-ticker/pj-news-ticker.php on line 201
Browsing Tag

Odisha

ରାଜ୍ୟରେ ମୁଣ୍ଡପିଛା ୨୩,୫୨୪ ଟଙ୍କା ଋଣ : ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ଜାନୁଆରୀ ମାସ ଶେଷ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୩,୫୨୪.୮୨ ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ୯,୧୮୦.୦୬ ଥିଲା। ତେବେ ୨୦୨୦-୨୧…

ରବିବାର ଠାରୁ ପୁଣି ଥରାଇବା ଜାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲେଉଟିଲା ପୁଣି ଜାଡ଼। ଆସନ୍ତାକାଲି ଠାରୁ ଜାରି ରହିବ ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶନିବାର କେନ୍ଦୁଝର, ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ ।…

ରାଜ୍ୟରେ ଚିହ୍ନଟ ହେଲେ ୩୪୯୦ କରୋନା ସଂକ୍ରମିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ୩୪୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆ ଯାଇଛି । ଚିହ୍ନଟ ହୋଇଥିବା…

୬ଷ୍ଠ କୃଷି କ୍ୟାବିନେଟ୍ ବୈଠକ : ଚାଷୀଙ୍କୁ ମିଳିବ ପର୍ଯ୍ୟାପ୍ତ ୟୁରିଆ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇ ଦେବାକୁ ବସିଥିବା ୬ଷ୍ଠ କୃଷି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି, ଖରିଫ୍ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ…

ରାଜ୍ୟ ସରକାରଙ୍କ ଅନଲକ୍ ୪.୦: ହଟିଲା ରାତ୍ରକାଳୀନ କର୍ଫ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାର ଅନଲକ୍ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ହେଲେ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ଲାଗୁ ହେବନାହିଁ। ସେହିପରି ରାଜ୍ୟର କେତେକ ଜିଲ୍ଲା ଓ…

ଏବେବି ପାଣି ଘେରରେ ୩୪୦ ଗାଁ, ୨ ଲକ୍ଷ ୬୫ ହଜାର ଜଳବନ୍ଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ବନ୍ୟା ଯୋଗୁଁ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ଜଣ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗାଁ ଏବେ ସୁଦ୍ଧା ପାଣି ଘେରରେ ରହିଛି। ୨ ଲକ୍ଷ ୬୫ ହଜାର ୭୨୩ଜଣ ଜଳବନ୍ଦୀ ଅଛନ୍ତି। ମହାନଦୀ ବନ୍ୟା ପ୍ରକୋପରେ ଆହୁରି ଅନେକ ଅଞ୍ଚଳ ଜଳମଗ୍ନ…

କରୋନା ଆରୋଗ୍ୟ ତାଲିକାରେ ଓଡିଶାର ସ୍ଥାନ ୧୧

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାକୁ ପ୍ରତିହତ କରିବା ପାଇଁ ବିଶ୍ୱର ସମସ୍ତ ଦେଶ ଆପ୍ରାଣେ ଚେଷ୍ଟା ଜାରିରଖିଛନ୍ତି। ଏହି କ୍ଷେତ୍ରରେ ଭାରତ ମଧ୍ୟ ଉଦ୍ୟମ ଜାରି ରଖିଛି। ତେବେ ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ…

ଓଡ଼ିଆ ପୁଅ ଅଂଶୁମାନ ଆଇଇଏସ ପରୀକ୍ଷାରେ ଟପ୍ପର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ପୁଅ ଅଂଶୁମାନ କାମିଲା ୨୦୧୯ ମସିହାର ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍(ଆଇଇଏସ୍) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପରୀକ୍ଷାରେ ୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଅଂଶୁମାନ ଜଣେ ମେଧାବୀ ଛାତ୍ର । ସେ ଭୁବନେଶ୍ୱରର…

“ପୋଲିସ ସେବା ଭବନ” ନାମରେ ନାମିତ ହେବ କମିଶନରେଟ ପୋଲିସ୍ ମୁଖ୍ୟାଳୟ

ଓଡିଶା ଫାଷ୍ଟ ( ବ୍ୟୁରୋ ) : କମିଶନରେଟ୍ ପୋଲିସକୁ 12 ବର୍ଷ ପୂର୍ତ୍ତି ଅବସରରେ  କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ ବୋଲି ଘୋଷମା କରାଯାଇଛି।  ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା…

5T ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ,ଅଧ୍ୟlପକଙ୍କୁ କଲେଜରେ 7 ଘଣ୍ଟା ରହିବାକୁ ବାଧ୍ୟ

ଉଚ୍ଚଶିକ୍ଷା ବିଭାଗ ଏବେ  5-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ 17 ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି। ଆକ୍ସନ ପ୍ଲାନରେ ସ୍କଲାରସିପ୍‌ କାଉନ୍‌ସିଲ ଗଠନ ପାଇଁ ଉଲ୍ଲେଖ ରହିଛି। ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ 7 ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା…