Browsing Tag

OdishaFast

ଏଟିଏମରୁ ବାହାରିଲା ନାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୋଷ୍ଟ ଅଫିସ୍ ପରିସରସ୍ଥ ପୋଷ୍ଟାଲ୍ ପେମେଣ୍ଟ ବ୍ୟାଙ୍କ୍ ଏଟିଏମ୍‌ରେ ପଶି ଯାଇଥିବା ଏକ ନାଗସାପକୁ ଗୁରୁବାର ସକାଳେ ବାହାର କରାଯାଇଛି । ଏହା ସହିତ ୨ ଦିନ ବନ୍ଦ ରହିବା ପରେ ଏଟିଏମ୍‌ଟି ସ୍ୱାଭାବିକ ଭାବେ କାର୍ଯ୍ୟାରମ୍ଭ କରିଛି । ଗତ ୧୯…

ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା : ୫-ଟି କାର୍ଯ୍ୟକ୍ରମରେ ସ୍ବଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା - ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ଧାନ ସଂଗ୍ରହ…

ଚୁଟି କାଟିବା ପେସାରୁ ରାଜନେତା ବନିବା ନିଶାରେ ୯୦ବର୍ଷୀୟ ବୃଦ୍ଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୟସର ଅପରାହ୍ନରେ ଜନସେବା ପାଇଁ ଉପନିର୍ବାଚ ମଇଦାନକୁ ଓହ୍ଲାଇଛନ୍ତି ଜଣେ ୯୦ ବର୍ଷର ବୃଦ୍ଧ। ପେସା ତାଙ୍କର ଚୁଟି କାଟିବା। ଆଉ ନିଶା ହେଉଛି ସମାଜରେ ପରିବର୍ତ୍ତନ ଆଣିବା । ଏମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ୱର ସଦର ବିଧାନସଭା ଆସନ ଉପ-ନିର୍ବାଚନରେ ସ୍ୱାଧୀନ…

ସାବଧାନ ! ଅଧିକ ମାତ୍ରାରେ ଗର୍ଭନିରୋଧକ ବଟିକା ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ମହିଳାମାନେ ନିଶ୍ଚୟ ଜାଣିବା ଦରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ) ଅସୁରକ୍ଷିତ ସମ୍ଭୋଗ ପରେ ଜରୁରୀକାଳୀନ ଗର୍ଭନିରୋଧକ ବଟିକା ମହିଳାଙ୍କୁ ଗର୍ଭାବସ୍ଥା ରୋକିବାର ମଉକା ନିଶ୍ଚୟ ଦେଇଥାଏ କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ନିୟମିତ ଏହି ବଟିକା ସେବନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ।…

ଲଘୁଚାପ ଘନିଭୂତ: ଓଡ଼ିଶାରେ ବର୍ଷା କମ୍‌ ରହିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ ହୋଇଛି । ଗୁରୁବାର ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ପୂଜାବେଳେ ସଂପୂର୍ଣ୍ଣ ସତର୍କ ରହିବାକୁ ନବୀନଙ୍କ ପରାମର୍ଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢ଼େଇ ଲକ୍ଷରେ ପହଞ୍ଚିଛି । ତଥାପି ଆତ୍ମସନ୍ତୋଷ ହେବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି। ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ ପରିଚାଳନାର…

ଲପଡ଼ାରେ ଟ୍ରିପଲ୍ ମର୍ଡ଼ର: ମହିଳା ଓ ଝିଅ, ଜ୍ୱାଇଁଙ୍କୁ ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ ଲପଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ଟ୍ରିପଲ୍ ମର୍ଡର୍ ହୋଇଛି । ଜଣେ ମହିଳା ଓ ତାଙ୍କ ଝିଅ, ଜ୍ୱାଇଁଙ୍କୁ ପଡ଼ୋଶୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ ପୁଲିସ ଅଭିଯୁକ୍ତ ପଡ଼ୋଶୀ ଓ ତାଙ୍କ ପୁଅକୁ…

କେନ୍ଦ୍ର କର୍ମଚାରୀଙ୍କୁ ପାର୍ବଣ ତୋଫା, ମିଳିବ ବୋନସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ପ୍ରଡକ୍ଟିଭିଟି ଲିଙ୍କଡ ଓ ନନ୍ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ୨୦୧୯-୨୦ ଘୋଷଣା କରିଛନ୍ତି। ଏହି ବୋନସକୁ ଗେଜେଟେଡେ ଓ ନନ୍ ଗେଜେଟେଡେ କର୍ମଚାରୀଙ୍କୁ ଦିଆଯିବ। ଏହାଦ୍ୱାରା ପ୍ରାୟ ୩୦.୬୭…

ମାଓ ବର୍ବରତା : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବର୍ବରତା। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ଯୋଡ଼ାଆମ୍ବ ପଞ୍ଚାୟତର ଖଜୁରୀଗୁଡା ଗ୍ରାମର ଜଣକ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମଳିଛି। ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।…

ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଐତିହାସିକ ପଦକ୍ଷେପ -ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ୍ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ୍ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା…