Browsing Tag

poltical

ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ଦଳକୁ ଫେରିବେ ଜଗା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଣି ଦଳକୁ ଫେରିଆସିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଗତକାଲି ସଂଧ୍ୟାରେ ଦଳରୁ ଇସ୍ତଫା ଦେଇଥିଲେ। ଆଜି ସେ ତାଙ୍କର ଇସ୍ତଫାପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଥିବା…

ଓଡିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ  ଅବଦାନ ଅତୁଳନୀୟ : ସମୀର ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୁରଣ ହୋଇଛି। ଏହି ଗୋଟିଏ ବର୍ଷରେ ମୋଦି ସରକାର କେନ୍ଦ୍ରୀୟ ସ୍ତରରେ କିଛି ଏପରି ନିଷ୍ପତି ନେଇଛନ୍ତି ଯାହା ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେହିପରି ସମାନ ଢଙ୍ଗରେ ଓଡିଶା ପାଇଁ…

ମହିଳା ଉଦ୍ୟମୀମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି : ସ୍ମୃତି ଇରାନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନେ ମସ୍କ ରପ୍ତାନି ହେଉନଥିଲା, ଏବେ ମାସ୍କ ରପ୍ତାନୀ ଆରମ୍ଭ ହୋଇଗଲାଣି । କେନ୍ଦ୍ରମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ ସ୍ମୃତି ଇରାନୀ କହିଛନ୍ତି, ମହିଳା ଉଦ୍ୟମୀମାନଙ୍କ ଦ୍ୱାରା ମାସ୍କ ତିଆରି କରାଯିବା ଫଳରେ ଆଜି ଏହି ମାସ୍କ ବିଦେଶରେ ବିକ୍ରି ହେଉଛି। ବିଜେପି…

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟ ବିଜେପି ତରଫରୁ ସାମୁହିକ ବନ୍ଦେ ଉତ୍କଳ ସଂଗୀତ ଗାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ନିଜ ଜୀବନକୁ ବାଜି ମାରି ପ୍ରଥମ ଧାଡିରେ ରହି ଯୁଦ୍ଧ କରୁଥିବା ସମସ୍ତ ଯୋଦ୍ଧାଙ୍କ ମନୋବଳ ବଢାଇବା ସହ ସମ୍ମାନିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିଜେପି ତରଫରୁ ସାମୁହିକ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ…

ମୁଖ୍ୟମନ୍ତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଆହ୍ୱାନକୁ ବିଜେପିର ସ୍ୱାଗତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ୱାନକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ଏ ନେଇ ଶ୍ରୀ ମହାନ୍ତି ଟ୍ୱିଟ୍…

କେନ୍ଦ୍ରର କୋଭିଡ୍ ମାର୍ଗଦର୍ଶିକା ଆଧାରରେ ବିଜେପି ବକ୍ତବ୍ୟ ରଖୁ: ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଲକ୍ଷଣ ପରିଲକ୍ଷିତ ହେଉଥିବା ବ୍ୟକ୍ତିମାନଙ୍କର ରାଜ୍ୟରେ କୋଭିଡ-୧୯ ପରୀକ୍ଷା କରାଯାଉଛି । ଏ କ୍ଷେତ୍େର ର ଅପେକ୍ଷାକୃତ ଭାବେ ଅଧିକରୁ ଅଧିକ ପରୀକ୍ଷା ହେଉଛି । ତେଣୁ ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ…

କରୋନା ଲକ୍ଷଣ : ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଲକ୍ଷଣ ଦେଖାଦେବାରୁ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି   ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର ।  ଦିଲ୍ଲୀ  ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସଂଧ୍ୟାରୁ ହସ୍ପିଟାଲ୍ ଆଇସିୟୁ ରେ ତାଙ୍କର…

୪ର୍ଥ ପର୍ଯ୍ୟାୟ ଲକଡାଉନ୍ ବିଫଳ; ଲୋକଙ୍କ ଖାତାରେ ୧୦,୦୦୦ ଟଙ୍କା ଜମା କରିବା ଦାବି ଉଠାଇବ କଂଗ୍ରେସ : ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାହୁଲ ଗାନ୍ଧୀ ମଙ୍ଗଳବାର କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ସମାଲୋଚନା କରିଛନ୍ତି । କହିଛନ୍ତି ଯେ, ଦୁଇମାସ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ଆମେ ୨୧ ଦିନରେ କରୋନା ଭାଇରସକୁ ହରାଇ ଦେବ। କିନ୍ତୁ ୬୦ ଦିନପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

ସନ୍ଥ କବି ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକଙ୍କ ବିରୋଧରେ ବିଜେପିର ଏତଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୀମ ଭୋଇଙ୍କୁ ଅପମାନ କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୋଧରେ ବିଜେପିପକ୍ଷରୁ ଶନିବାର ରେଢାଖୋଲ ଥାନାରେ ଏତଲା ଦିଆଯାଇଛି । ସମ୍ବଲପୁର ଜିଲ୍ଲା ସଭାପତି ଗରିଶ ପଟେଲ, ରେଙ୍ଗାଲି ବିଧାୟକ ନାଉରି ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ଚେୟାରମେନ ରାଧେଶ୍ୟାମ ବାରିକ,…

କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ ଭଳି ଓଡିଶା ସରକାରମଧ୍ୟ ଗରିବଙ୍କ ପାଇଁ ବ୍ୟବସ୍ଥା କରନ୍ତୁ : ପ୍ରଦୀପ୍ତ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ବର୍ତ୍ତମାନ ଘଡିସନ୍ଧି ମୁହୁର୍ତରେ କରୋନା ଭଳି ମହାମାରୀକୁ ପ୍ରତିହିତ କରିବା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ଉଦ୍ୟମ କରୁଛନ୍ତି । ଅନ୍ୟ ରାଜ୍ୟ  ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ସ୍ୱାଭାବିକ ରହିଛି ।…