Browsing Tag

State

୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଗତ ୩ ଦିନ ହେବ ରାଜ୍ୟରେ ଘନ କୁହୁଡି ଯୋଗୁଁ ଯାତାୟାତ ବେଳେ ଲୋକେ ନାହିଁ ନଥିବାରୁ ସମ୍ମୁଖୀନ ହେଉଛନ୍ତି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କୁହୁଡି ହୋଇଛି। ଆସନ୍ତା କାଲି ଯାଏଁ ସକାଳ ସମୟରେ ଘନ କୁହୁଡ଼ିର ମାତ୍ରା ବୃଦ୍ଧି ନେଇ ସତର୍କ କରାଇଛି ଭୁବନେଶ୍ୱର…

ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପାଇଲେ ୩୨ ଶିଶୁ, ସେଥିମଧ୍ୟରେ ଓଡ଼ିଶାର ଜଣେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ୩୨ ଶିଶୁଙ୍କୁ ୨୦୨୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଶିକ୍ଷାଗତ ସଫଳତା ବର୍ଗରେ ଓଡ଼ିଶାର ଛାତ୍ର ଅନ୍ୱେଷ ଶୁଭମ ପ୍ରଧାନ ରହିଛନ୍ତି। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପ୍ରାପ୍ତ…

ଧାନ ଡୋଲି ଓଲଟିପଡ଼ି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ସମୟରେ ସେହିଘରେ ଥିବା ଧାନ ଡୋଲି ଓଲଟି ପଡ଼ିଥିଲା ଏହା ଫଳରେ ଡୋଲି ତଳେ ଚାପିହୋଇ ରହିଥିଲେ ସ୍ବାମୀ ମାଗୁଆ ହୋ ଓ ସ୍ତ୍ରୀ…

ଘରୋଇ ସ୍କୁଲ କୁ ନିୟନ୍ତ୍ରଣ ନିମନ୍ତେ ସରକାର ଆଇନି ଆଣନ୍ତୁ – ଆଇପା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୋଭିଡ-୧୯ ମହାମାରୀ ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ଥିବା ସମୟରେ ଘରୋଇ ମାଲିକାନାରେ ଚାଲୁଥିବା ସ୍କୁଲ ମାନେ ଅନଲାଇନ ଶିକ୍ଷା ନାମରେ ରୋଜଗାର ହରାଇଥିବା ଅଭିଭାବକ ମାନଙ୍କଠାରୁ ଜୋର ଜବରଦସ୍ତ ସମ୍ପୂର୍ଣ୍ଣ ଫି ଆଦାୟ ଓ ମନ ଇଛା ସ୍କୁଲ ପରିଚାଳନା ଓ ଶୋଷଣ କରି…

ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେ : ନବୀନ ପୁଣି ନଂ ୧

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନମ୍ବର ‘ଏକ’ ହୋଇଛନ୍ତି। ଗୁଜୁରାଟ, ତାମିଲନାଡୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଭଳି ବଡ଼ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଦେଶରେ ସବୁଠୁ ‘ଭଲ’ ଓ ‘ଲୋକପ୍ରିୟ’ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି।…

ସକାଳୁ ସକାଳୁ ଉଠି ଏହି ୩ ଟି କାମ ଭୁଲରେ ବି କରନ୍ତୁ ନାହିଁ

ଚାଣକ୍ୟ ନୀତି ଆପଣ ମାନଙ୍କୁ ସମସ୍ତଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ, ଚାଣକ୍ୟ ନୀତି ରେ ମଣିଷକୁ ଜିବନ ବିଷୟରେ ଏମିତି କିଛି ସତ୍ୟ କୁହା ଯାଇଛି ଯାହା ଆପଣ ମାନଙ୍କ ପାଇଁ ବହୁତ ଲାଭକାରୀ ସିଧ ହୋଇଥାଏ । ଜୀବନରେ ଯଦି ଆପଣ ହାରି ଯାନ୍ତି ବା ଆପଣଙ୍କୁ କେବେ ହତାଶ ଅନୁଭବ ହୁଏ ତେବେ ଏହି ନୀତି…

କନ୍ୟାକିରଣ’ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କିଟ୍‍ ଓ କିସର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରବିବାର ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ୟା କିରଣର ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ ଉପରେ…

ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି – ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଉଦ୍ୟାନଭିତ୍ତିକ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଫସଲର ବିବିଧିକରଣ କରାଯାଇ ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଆଦି ଚାଷ କରାଯାଇ ଚାଷୀମାନଙ୍କ ଆୟକୁ ବହୁଗୁଣିତ କରାଯାଇ ପାରିବ । ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଫଳ,…

ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ନିଜ ଆଡ଼ୁ ତଦନ୍ତ କରିବ ଭିନ୍ନକ୍ଷମ କମିସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଘଟଣା ପଦାକୁ ଆସିବା ପରେ, ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ନିର୍ଦେଶ ଦିଆଯାଇଛି। ଆସନ୍ତାକଲି ଘଟଣାସ୍ଥଳକୁ ଯାଇ…

ଛୋଟ ହେଲା ପୁରୀ ବଡ଼ଦାଣ୍ଡରେ ବାରିକେଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପରେ ପୁରୀ ବଡ଼ଦାଣ୍ଡରେ ବାରିକେଡ ଛୋଟ ହୋଇଥିବା ଜଣାଯାଇଛି। ଜଗାକୁ ଦେଖିବାକୁ ଆଉ ଭକ୍ତଙ୍କୁ ବେଶି ବାଟ ଚାଲିବାକୁ ପଡ଼ିବ ନାହିଁ। ମାର୍କେଟ ଛକ ବଦଳରେ ମରିଚିକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ ରହିବ। ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ…