ବିଲରୁ ଫେରୁଥିବାବେଳେ ଚାଷୀଙ୍କୁ ଉଠ୍ ବସ କରାଇଲେ ତହସିଲଦାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଧାନ ବିଲରୁ ଫେରିବା ବେଳେ ଚାଷୀଙ୍କୁ କାନ ଧରି ଉଠବସ୍ କରାଇଲେ ତହସିଲଦାର। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଲେଜ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ, ମାସ୍କ ଚେକିଂ ବେଳେ ୨ ଜଣ ଚାଷୀ ବଲରୁ କାମ ସାରି ଫେରୁଥିଲେ।
ଏହି ସମୟରେ ତହସିଲଦାର ତାଙ୍କୁ ଅଟକାଇ ଉଠବସ୍ କରାଇଥିବା ଅଭିଯୋଗ ହୋଇଛି। ସେମାନେ ମାସ୍କ ପିନ୍ଧିନଥିବାରୁ ତାଙ୍କୁ ଜୋରିମାନା ବଦଳରେ ଉଠବସ୍ କରାଇଥିବା ଚର୍ଚ୍ଚାଲ ହେଉଛି।

Leave A Reply

Your email address will not be published.