ଏହି ରାଶିର ପୁଅମାନେ ଝିଅଙ୍କୁ କରିଥାନ୍ତି ଆକୃଷ୍ଟ; ସେମାନଙ୍କ ପ୍ରେମରେ ପାଗଳ ଥାନ୍ତି ଝିଅମାନେ

ହିନ୍ଦୁ ଶାସ୍ତ୍ର ଅନୁସାରେ ଜୋତିଷ ଶାସ୍ତ୍ରର ଯିଏ ସଂପୂର୍ଣ୍ଣ ଭାବରେ ଅଧୟନ କରି ଦେଉଛନ୍ତି । ଯାହା ଦ୍ଵାରା ତାର ମାଧ୍ୟମରେ କେଉଁ ବ୍ୟକ୍ତିର ସ୍ଵଭାବ ,ଚରିତ୍ର ଓ ଭବିଷ୍ୟତ ବିଷୟରେ ଜାଣିହେବ। ଆଜିକାଲି ର ସମାଜରେ ପ୍ରତ୍ୟେକ ପୁଅ ଚାହଁନ୍ତି କେଉଁ ଏକ ସୁନ୍ଦରୀ ଝିଅ ତାଙ୍କ ଜୀବନରେ ଆସନ୍ତୁ କିନ୍ତୁ ଏମିତିରେ ସମସ୍ତେ ସଫଳ ହୋଇ ପାରନ୍ତି ନାହିଁ, ତେବେ ଆଜି ଜାଣିବା ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ୪ଟି ରାଷିର ପୁଅଙ୍କୁ ସୁନ୍ଦରୀ ଝିଅ ପସନ୍ଦ କରନ୍ତି।
ମିଥୁନ- ଏହି ରାଶିର ପୁଅ ମାନେ ବହୁତ ସୁନ୍ଦର କୋମଳ, ଦିଶିବା ସହ ରୋମାଣ୍ଟିକ ହୋଇଥାନ୍ତି, ସୁନ୍ଦର ଝିଅ ଙ୍କ ର ପସନ୍ଦରେ ଆଗ ଆସିଥାନ୍ତି । ଝିଅ ମାନଙ୍କ ସହିତ କେମିତି କଥା ହେବା ଦରକାର ବହୁତ ଭଲ ଭାବରେ ଜାଣିଥାନ୍ତି ତା ସହ ଭାବନା କୁ ବୁଝି ପାରନ୍ତି
ସିଂହ ରାଶି- ଏହି ରାଶିର ପୁଅମାନେ ସଂପର୍କ କୁ ଭଲରେ ରଖନ୍ତି ଓ ବହୁତ ରୋମାଣ୍ଟିକ ଥାନ୍ତି, ଝିଅ ମାନଙ୍କୁ ଠକିବା ଏମାନଙ୍କ ଅଭ୍ୟାସ ହୋଇଥାଏ। ଏହି ରାଶିର ପୁଅ ମାନେ ଅତି ଚାଲାକ ,ଚତୁର ଥାନ୍ତି । ଝିଅ ମାନଙ୍କୁ ଆକର୍ଷଣ କରିବା ପାଇଁ ଏଙ୍କ ପାଖରେ ସବୁ ଗୁଣ ପରିପୂର୍ଣ୍ଣ ହୋଇ ଥାଏ।
ତୁଳା ରାଶି- ଏହି ରାଷିର ପୁଅମାନଙ୍କ ଆଖିରେ ଏକ ଅଲଗା ପ୍ରକାର ଯାଦୁ ରହିଥାଏ ଯାହା ଦ୍ଵାରା ଝିଅ ଙ୍କୁ ଆକର୍ଷିତ କରାଏ। ଏମାନେଙ୍କ ପାଖରେ ଏକ ସମୟରେ ବହୁ ଚରିତ୍ର ଦେଖିବାକୁ ମିଳେ। ଏମାନେ ଏକ ଗଭୀର ସଂପର୍କ ର ଅନୁଭବ ଝିଅକୁ କରାନ୍ତି। କୌଣସି କାମ କରିବା ଆଗରୁ ବହୁତ ଭାବିଥାନ୍ତି।
ମକର ରାଶି- ଏହି ରାଶିରେ ପୁଅ ମାନେ ରଙ୍ଗ ଓ ରୂପରେ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି। ସୁନ୍ଦରତା ଯୋଗୁଁ ଝିଅ ମାନେ ଆକର୍ଷିତ ହୋଇଯାନ୍ତି। ଏମାନଙ୍କ ପାଖରେ କୌଣସି ବ୍ୟକ୍ତି କୁ ପଟେଇବା ପାଇଁ କଳା ରହିଥାଏ ଓ ନିଜର ଷ୍ଟାଇଲରେ ଏମିତି କିଛି ରଖିଥାନ୍ତି ସୁନ୍ଦରୀ ଝିଅ ମାନେ ନ ଦେଖି ରହି ପାରନ୍ତି ନାହିଁ,
ଏହି ଚାରିଟି ରାଶି ପାଇଁ ସୁନ୍ଦରୀ ଝିଅ ମାନେ ଦିଓ୍ଵାନୀ ହୋଇ ଯାଅନ୍ତି।