ଗଛ ପ୍ରେମୀ ମଣିଷ : ଶ୍ରୀନିବାସ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ପରିବେଶ ବିତ ଶ୍ରୀନିବାସ ଜେନା ଗଛ କୁ ଭଲ ପାଉଥିବା ଏକ ମଣିଷ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାନପୁର ଗ୍ରାମର ଶ୍ରୀନିବାସ ଜେନା ଯାହାଙ୍କର ନିଶା ଗଛ ଲଗାଇବା ନିଜସ୍ୱ ରାଜଗାର ଟଙ୍କା ରେ ଧର୍ମଶାଳା ସମେତ ବିଭିନ୍ନ ଅଂଚଳର ଓ ସ୍କୁଲ ମାନଙ୍କରେ ବୁଲି ବୁଲି ଗଛ ଲଗାଇବା ସହିତ ପରିବେଶ ଉପରେ ପିଲା ମାନଙ୍କୁ ବୁଝାଉଛନ୍ତି।

Leave A Reply

Your email address will not be published.