ମଟରସାଇକେଲରେ ଗୋଡ଼ାଇ ଧରିଲା ଭିଜିଲାନ୍ସ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୁରୀ ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନୀରଜ କୁମାର ଦାସ। ଦୁଇଟି ମଟରସାଇକେଲରେ ଏକ ଚାରି ଜଣିଆ ଭିଜିଲାନ୍ସ ଟିମ ପିପିଲି ଟୋଲ ଗେଟ ନିକଟରେ ରାତି୮.୩୦ରେ ନୀରଜଙ୍କୁ ଅଟକାଇଥିଲେ।

ନୀରଜଙ୍କ ବୋଲେର ଗାଡ଼ିରୁ ୬ଟି ଏନଭଲପରେ ୩ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ଯନ୍ତ୍ରୀଙ୍କ ଭୁବନେଶ୍ୱର ସିଆରପି ସ୍ଥିତ କ୍ୱାର୍ଟର୍ସ ଶହ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ରେଡ ଚାଲିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦୀର୍ଘ ଦିନଧରି ଭିଜିଲାନ୍ସ ଟାର୍ଗେଟରେ ଥିଲେ ଯନ୍ତ୍ରୀ ନୀରଜ।

Sikshaya
Leave A Reply

Your email address will not be published.