ବିଶ୍ୱରେ-ବିରାଟ ଏକମାତ୍ର ଭାରତୀୟ ଧନୀ କ୍ରିକେଟର

0


ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଇଣ୍ଡିଆନ କ୍ରିକେଟ ଟିମ୍ର କ୍ୟାପ୍ଟେନ ବିରାଟ କୋହଲି ୱାଲଡ ର ସବୁଠୁ ଧନୀ କ୍ରିକେଟର ୧୦୦ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଫୋବର୍ସ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ବିରାଟ ୮୩ ନମ୍ବର ସ୍ଥାନରେ ଅଛନ୍ତି। ବିରାଟ ଏକମାତ୍ର ଭାରତୀୟ, ଯିଏକି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କର ବାର୍ଷିକ ଆନୁମାନିକ ଆୟ ୨.୫ କୋଟି ଡଲାର ବୋଲି ଏହି ତାଲିକାରେ ଦର୍ଶାଯାଇଛି। ଗତବର୍ଷ ବିରାଟ ଏହି ତାଲିକାରେ ୮୯ତମ ସ୍ଥାନରେ ଥିଲେ। ଫୋବର୍‌ସ ତାଲିକାର ଶୀର୍ଷରେ ସ୍ଥାନ ପାଇଛନ୍ତି ଆମେରିକାର ବିଶିଷ୍ଟ ବକ୍ସି ଖେଳାଳି ମେୟେଦର। ତାଙ୍କର ବାର୍ଷିକ ଆୟ ୨୮.୫ କୋଟି ଡଲାର। ଫୋବର୍ସର ଏହି ଧନୀ ଖେଳାଳି ତାଲିକାରେ କୌଣସି ମହିଳା ସ୍ଥାନ ପାଇନାହାନ୍ତି।

Leave A Reply

Your email address will not be published.