ସକାଳୁ ସକାଳୁ ୫ଟି ସଚିବ ସାଲେପୁର ଗସ୍ତ କରି ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତି ସଂପର୍କରେ କଲେ ସମୀକ୍ଷା

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସାଲେପୁର ଗସ୍ତ । ଆଜି ସକାଳ ୫ଟା ସମୟରେ ମଧୁବାବୁଙ୍କ ଜନ୍ମ ପୀଠ କଟକ ଜିଲ୍ଲା ସାଲେପୁର ବ୍ଲକ୍ ପାଗା ସତ୍ୟଭାମାପୁର୍ରେ ପହଞ୍ଚିଥିଲେ । ସେଠାରେ ପହଂଚି ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିବା ସହ ବୁଲି ଦେଖିଥିଲେ । ଏହି ଅବସରରେ ବିଭାଗୀୟ ସଚିବ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।