ଧରା ପଡିଲା ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସ; ଦେଖନ୍ତୁ ଭିଡିଓ

0

ଧରା ପଡିଲା ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସ । ତେବେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଭଣ୍ଡୁର କଲେ ଭାରତୀୟ ଯବାନ । ଅନୁପ୍ରବେଶ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ଯବାନ। ଆତଙ୍କବାଦୀମାନେ ଅନୁପ୍ରେବଶ କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କେଉଁ ଭଳି ଭାବେ ଆତଙ୍କବାଦୀମାନେ ସୁରକ୍ଷା ଯବାନଙ୍କୁ ଚକ୍‌ମା ଦେଇ ଭାରତର ସୀମା ଭିତରକୁ ଅନୁପ୍ରବେଶ କରୁଛନ୍ତି । ତେବେ ଏନେଇ ସୁରକ୍ଷା ଯବାନମାନେ ଖବର ପାଇବା ପରେ ତୁରନ୍ତ ଆକ୍ସନ ନେଇଥିଲେ ଏବଂ ଗୁଳି କରି ହତ୍ୟା କରିଥିଲେ। ଏହି ଅପରେସନରେ ଯବାନମାନେ ଆତଙ୍କବାଦୀଙ୍କ ନିକଟରୁ ପର୍ଯ୍ୟାନ୍ତ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଥିଲେ।

SOA post below
Leave a comment