ଯୁବ ବିଜେଡି: କିଏ କେଉଁ ଜିଲ୍ଲାର ସଭାପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୁବ ବିଜେଡିର ପୁନର୍ଗଠନ ହୋଇଛି। ଦଳ କାହାରିକୁ ଯୁବ ବିଜେଡି ସଭାପତି ଭାବେ ଅବସ୍ଥାପିତ କରିନଥିବାବେଳେ ୧୦୯ଜଣିଆ ରାଜ୍ୟ କମିଟି ଓ ୩୪ଜଣିଆ ଜିଲ୍ଲା ସଭାପତି ଟିମ୍ ଘୋଷଣା କରିଛି। ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ବାଲେଶ୍ୱର ଓ ଜଗତସିଂହପୁରକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ଯୁବ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି। ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ,କଳାହାଣ୍ଡି-ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ ଅଗ୍ରୱାଲ,ସୁନ୍ଦରଗଡ଼-ଦେବେନ୍ଦ୍ର ପ୍ରସାଦ ମଶଝୀ, ରାଉରକେଲା-ସୁମନ ବାଗେ, ଝାରସୁଗୁଡ଼ା-ପ୍ରଶାନ୍ତ କୁମାର ଜେନା, ଗଜପତି- ଏସ.ଲିଙ୍ଗାରାଜୁ, ମୟୂରଭଞ୍ଜ(୧)- ଅରୁଣ ବରାଡ଼, ମୟୂରଭଞ୍ଜ(୨)- ଅଭିଷେକ ପଟ୍ଟନାୟକ, ଭଦ୍ରକ-ମୁକୁନ୍ଦ ଦେବ ସାମଲ, ମାଲକାନଗିରି-ଅଦମା ରବା, ବ୍ରହ୍ମପୁର-ଅଜିତ୍ କୁମାର ପଣ୍ଡା, ଦେବଗଡ଼-ପ୍ରତାପ କୁମାର ଦେବ,ଢେଙ୍କାନାଳ-ଧର୍ମାନନ୍ଦ ପରିଡ଼ା, ଅନୁଗୁଳ-ଦୀନେଶ ପ୍ରଧାନ, ଖୋର୍ଦ୍ଧା-ରାଜେଶ କୁମାର ପରିଡ଼ା, ବୌଦ୍ଧ-ମୃତ୍ୟୁଞ୍ଜୟ ମିଶ୍ର, ବଲାଙ୍ଗିର-ରାଜେନ୍ଦ୍ର ପ୍ରସାଦ ହୋତା, ନୂଆପଡ଼ା-ହରିଶ ଚନ୍ଦ୍ର ପଣ୍ଡା, କେନ୍ଦୁଝର-ରାକେଶ ରାମ, ପୁରୀ-ନାରାୟଣ ସ୍ୱାଇଁ, ନୟାଗଡ଼-ରମେଶ ଚନ୍ଦ୍ର ସାହୁ, ବରଗଡ଼-ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର-ଲକ୍ଷ୍ମୀପ୍ରସାଦ ମହାପାତ୍ର,କନ୍ଧମାଳ-ବିଷ୍ଣୁଚରଣ ମଲ୍ଲିକ,ରାୟଗଡ଼ା-ଦେବାଶୀଷ ଖାଡ଼େଙ୍ଗା, ନବରଙ୍ଗପୁର-ଶିବାନନ୍ଦ ବିଶୋୟୀ,ଭୁବନେଶ୍ୱର- ସମରେଶ ବେଉରା, ଗଞ୍ଜାମ-ଲକ୍ଷ୍ମଣ ଚୌଧୁରୀ, କେନ୍ଦ୍ରାପଡ଼ା-ରାଜେଶ ଦାସ,କଟକ ସହର-ମଞ୍ଜିତ ଦାସ, କଟକ-ସ୍ମୃତିରଞ୍ଜନ ନାୟକ ଓ କଟକର କାର୍ଯ୍ୟକାରୀ ସଭାପତି ଭାବେ ସିଦ୍ଧାର୍ଥ ରାୟଙ୍କୁ ନିଯୁକ୍ତି ମିଳିଛି।

Sikhsya
Barta

Leave A Reply

Your email address will not be published.