ରାହୁଲଙ୍କ  ଅଭିଯୋଗ ବିଲକୁଲ ବକଓ୍ଵାସ : ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ତମାଣ୍ଡୋ ସଭାରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ରାହୁଲ କହିଥିଲେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଅମଲା ଶାଶନ ଚାଲିଛି । ଏପରିକି ବିଜେଡି ଓ ଭାଜପା ସରକାରଙ୍କ ମଧ୍ୟରେ ଭିତିରି ସଲାସୁତୁର ଥିବା ବେଳେ ନବୀନଙ୍କ ରିମୋଟ କଣ୍ଟ୍ରୋଲ ମୋଦିଙ୍କ ହାତରେ ବୋଲି କହିଥିଲେ ରାହୁଲ । ତେବେ ରାହୁଲଙ୍କ ଏଭଳି ଅଭିଯୋଗର ଆଜି ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାହୁଲ ଆଣିଥିବା ଅଭିଯୋଗ ‘ବିଲ୍‌କୁଲ୍‌ ବକ୍‌ଓ୍ବାସ୍‌’।

ଏଥିସହ  ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ନକରିବା ତାଙ୍କର ନିଜସ୍ବ ନିଷ୍ପତ୍ତି ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.