ପୁଲବାମା ସହିଦଙ୍କର ଏକାଦଶ ତିଥି ଅବସର ରେ ଭୁବେନଶ୍ୱର ମେଡିସନ ରିଟେଲ ଫୋରମ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

0

ଓଡ଼ିଶାଫାଷ୍ଟ(ବ୍ୟୁରୋ):ଆଜି ସନ୍ଦ୍ୟା ୬ ଟାରେ ସମୟରେ ପୁଲବାମା ରେ ସହିଦ ହୋଇଥିବା ଯବାନ ମାନଙ୍କର ଏକାଦଶ ତିଥି ଅବସରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଉକ୍ତ ଶୋଭାଯାତ୍ରା ୟୁନିଟ ୪ ସ୍ଥିତ ଅଟଳ ଭବନ ଠାରୁ ବାହାରି ୪ ନମ୍ବର ମାର୍କେଟ ରାସ୍ତା ଦେଇ ୟୁସିଡିଏ ଅଫିସି ରେ ପହଞ୍ଚିଥିଲା ଶୋଭବଯାତ୍ରା ସମୟରେ ବନ୍ଦେ ମାତରାମ ଓ ଭାରତ ମାତାକୀ ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଉକ୍ତ ଶୋଭାଯାତ୍ରା ରେ ଅନେକ ଜନସାଧାରଣ ଓ ଯୁବ ବର୍ଗ ଶତପରୀତା ଭାବରେ ସାମିଲ ହୋଇଥିଲେ ଏଥିରେ ଫୋରମ ର ସଭାପତି ପ୍ରଗତି ମହାନ୍ତି ସମ୍ପାଦକ ବିଶ୍ୱରଂଜନ ସାହୁ ଆବାହକ ମଧୁରାମ ଉପଦେଷ୍ଟା ଜ୍ଞାନ ମହାନ୍ତି ସୁଶାନ୍ତ ଜେନା ଓ ବରିଷ୍ଠ ସଭ୍ୟ କେଦାର ସେନାପତିଙ୍କ ସମତେ ବହୁ ସଂଖ୍ୟା କର୍ମକର୍ତା ଓ ସଭ୍ୟ ଯୋଗଦାନ କରିଥିଲେ

Leave A Reply

Your email address will not be published.